ଦ ହଣ୍ଡ୍ରେଡ଼ରେ ଖେଳିବେ ୪ ଭାରତୀୟ ମହିଳା

କଟକ / ଅଷ୍ଟିନ୍ ନ୍ୟୁଜ ତା – ୦୫-୦୫-୨୦୨୧ ପ୍ରଥମ ଥର ପାଇଁ ଇଂଲାଣ୍ଡ ଦ୍ଵାରା ଅୟୋଜିତ ‘ଦ ହଣ୍ଡ୍ରେଡ଼’ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ୪ ଜଣ ମହିଳା କ୍ରିକେଟର ଙ୍କୁ ଭାରତୀୟ କ୍ରିକେଟ୍ ବୋର୍ଡ ବା ବି. ସି. ସି. ଆଇ. ପକ୍ଷ୍ୟରୁ ଅନୁମତି ମିଳିଛି। ଜୁଲାଇ ୨୧ ତାରିଖ ରୁ ଆରମ୍ଭ ହେବାକୁ ଥିବା ଏହି ପ୍ରତିଯୋଗୀତା ପାଇଁ ହର୍ମନପ୍ରୀତ୍ କୌର୍, ସ୍ମୃତି ମାନ୍ଧାନା, ଜେମିମା ରୋଦ୍ରି େଗ୍ଵଜ ଏବଂ ଦୀପ୍ତି ଶର୍ମା … Continue reading ଦ ହଣ୍ଡ୍ରେଡ଼ରେ ଖେଳିବେ ୪ ଭାରତୀୟ ମହିଳା